How a TAXI DRIVER GOT 10804 CRORE IN JUST 2 DAYS ୧୦୮୦୪ କୋଟିର ମାଲିକ
37 views · Published 30 November 2016 · 2:07 · Indexed 6 November 2026
Channel: A1 CREATIVES STUDIO · 2016 · News & Politics
Declaimer: Used for Educational OR REVIEW purpose only. କେମିତି ୨ଦିନରେ ୧୦୮୦୪ କୋଟିର ମାଲିକ ହେଲେ ଜଣେ ଟାକ୍ସି ଡ୍ରାଇଭର୍ ! ଚଣ୍ଡିଗଡ: ଏହା କୌଣସି ସିନେମାର କାହାଣୀ ନୁହେଁ କି ପରୀ ଗପ ନୁହେଁ,ଏହା ଏକ ସତ ଘଟଣାଯେ ଜଣେ ଟାକ୍ସି ଡ୍ରାଇଭର୍ ମାତ୍ର ଦୁଇଦିନରେ ୧୦୮୦୪ କୋଟିର ମାଲିକ ହେଲେ । ଏବେ ଜାଣନ୍ତୁ ତାହା କିପରି ସମ୍ଭବ ହୋଇଛି । ପଞ୍ଜାବର ପଟିଆଲାରେ ରହୁଥିବା ବଲବିନ୍ଦର୍ ସିଂହ ନାମକ ଜଣେ ଟାକ୍ସି ଡ୍ରାଇଭର୍ଙ୍କ ଜମାଖାତା ବର୍ଣ୍ଣାଲାର ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ପଟିଆଲାରେ ଅଛି । ଗତ ନଭେମ୍ବର୫ ତାରିଖରେ ତାଙ୍କ ଜମାଖାତାରେ ୯୮୦୫କୋଟି ଟଙ୍କା ଜମା ହେବାର ସୂଚନା ମେସେଜ୍ ମୋବାଇଲକୁ ଆସିଲା । ଏହା ଦେଖି ସେ ବିସ୍ମିତ ହୋଇ ଆୟକର ଅଫିସକୁ ଦୌଡ଼ିଲେ । ଏହାର କିଛି ଦିନପରେ ପୁଣି ନଭେମ୍ବର ୧୯ ତାରିଖରେ ତାଙ୍କ ଜମାଖାତାରେ୯୯୯ କୋଟି ଟଙ୍କା ଜମା ହେଲା । ଏଥର ବି ସେ ଆୟକର ବିଭାଗକୁ ଜଣାଇଲେଯେ ତାଙ୍କ ଖାତାରେ ମାତ୍ର ୨୮୦୦ ଟଙ୍କା ଥିଲା ,ହେଲେ ଏତେ ପରିମାଣର ଅର୍ଥ କେଉଁଠୁ ଆସିଲା ତାହା ଜାଣି ନାହାନ୍ତି । ଆୟକର ଅଧିକାରୀମାନେ ଉକ୍ତ ବ୍ୟାଙ୍କ୍ ରେ ଚଢ଼ଉ କରି ମ୍ୟାନେଜର ରବୀନ୍ଦ୍ର କୁମାରଙ୍କୁ ସାଙ୍ଗରେ ନେଇ ଚାଲିଯାଇଥିଲେ । ଏହାପରେ ବ୍ୟାଙ୍କ୍ର ଡେପୁଟି ମ୍ୟାନେଜର୍ ବିଶ୍ୱଜିତ୍ କହିଥିଲେ ଯେ ତାଙ୍କ ବ୍ୟାଙ୍କ୍ର ଜମାଖାତା ୧୧ ଅଙ୍କ ବିଶିଷ୍ଟ,ଏବଂ ଭୁଲ୍କ୍ରମେ ବଲବିନ୍ଦର୍ଙ୍କ ଖାତାରେ ଏତେ ପରିମାଣର ଅର୍ଥ ଜମା ହୋଇଛି । ଏହାକୁ ଏକ ଇ-ଟେକନୋଲୋଜି ତ୍ରୁଟି ବୋଲି ମଧ୍ୟ କହିଛନ୍ତି ସେ । Disclaimer : All the Videos, Audios and information provided on A1 CREATIVES STUDIO is for informational and entertainment purposes only. WE make no claim of ownership of the contents or materials, no representations as to accuracy, completeness, correctness, suitability, or validity of any information on this channel and will not be liable for any errors, omissions, or delays in this information or damages arising from its display or use. We have embeded/ shared/ collected all the contents from public domains like Youtube / Facebook / Google etc.WATCH,LIKE ,SHARE AND SUBSCRIBE OUR CHANNEL
More from this channel
-
45:01
ODIA CONTEMPORARY THEATRE ACTING WORKSHOP|NSDIAN Surya Mohanty|World Theatre Day
-
1:39
How to Film/shoot Professional Videos with an Android Smartphones
-
0:45
anil front view.AVI
-
4:48
koraputia song i love u superhit desia video new
-
1:01:10
Odia Jatra Satyamev jayate | Piyush Best Jatra Romantic scene🔥
-
50:50
Director
-
2:37
Play Boy or Real friend|Hindi short emotional story
-
0:33
BABA KAHILE KHOBA ODIA SHORT CONFUSION COMEDY MOVIE TEASURE