how much to sleep as per age କେଉଁ ବୟସରେ କେତେ ସମୟ ଶୋଇବା ଜରୁରୀ!

100 views · Published 19 December 2016 · 3:58 · Indexed 6 November 2026

Channel: A1 CREATIVES STUDIO · 2016 · Howto & Style

Watch on YouTube

Declaimer: Used for Educational OR REVIEW purpose only.
ଜଣେ ମଣିଷ ପାଇଁ ଖାଇବା ଯେତିକି ଜରୁରୀ ଶୋଇବା ମଧ୍ୟ ସମାନ  ଭାବେ ଜରୁରୀ । ଶୋଇବାରେ ଯଦି ଠିକ୍‌ ଠିକଣା ନ ରହେ ତେବେ ବ୍ୟକ୍ତି ନାନା ଅସୁବିଧାର ସମ୍ମୁଖୀନ ହୋଇଥାଏ । ତେବେ, ଶୋଇବାର ଏକ ନିର୍ଦ୍ଦିଷ୍ଟ ପରିମାଣ ମଧ୍ୟ ଅଛି । କମ୍‌ ଶୋଇବା ଯେମିତି ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ; ଅଧିକ ଶୋଇବା ବି ବ୍ୟକ୍ତିର ସ୍ୱାସ୍ଥ୍ୟ ପାଇଁ ଉପାଦେୟ ନୁହେଁ । କେଉଁ ବୟସରେ କେତେ ଘଣ୍ଟା ଶୋଇବା ଉଚିତ୍‌ ତାହା ନିମ୍ନରେ ଆଲୋଚ୍ୟ।
 
-ନବଜାତ ଶିଶୁମାନଙ୍କ ପାଇଁ ଶୋଇବା ହେଉଛି ଅତି ଆବଶ୍ୟକ। ସେମାନେ ଗୋଟାଏ ଦିନରେ ଅଧିକାଂଶ ସମୟ ଶୋଇବାରେ ବିତାଇଲେ ଭଲ। ଜଣେ ନବଜାତ ଦିନକୁ ୧୪-୧୭ ଘଣ୍ଟା ବିଶ୍ରାମ ନେବା ଉଚିତ୍‌ ବୋଲି ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି । 
 
- ୬-୧୨ ମାସ ମଧ୍ୟରେ ଶିଶୁ  ପ୍ରାୟ ୧୨-୧୫ ଘଣ୍ଟା ଶୋଇବା ଜରୁରୀ ।
 
-୧-୨ ବର୍ଷ ମଧ୍ୟରେ ଥିବା ଶିଶୁ ୧୧-୧୪ ଘଣ୍ଟା ଶୋଇବା ଆବଶ୍ୟକ।
 
-୩-୫ ବର୍ଷ ବୟସ ମଧ୍ୟରେ ଶିଶୁକୁ  ୧୦-୧୩ ଘଣ୍ଟା ଶୋଇବା ଉଚିତ୍‌।
 
-୬-୧୩ ବର୍ଷ ବୟସର ପିଲାର ଶରୀର ୯-୧୧ ଘଣ୍ଟା ନିଦ୍ରା ଆବଶ୍ୟକ କରିଥାଏ ।
 
-୧୪-୧୭ ବର୍ଷ ବୟସ୍କ ପିଲାଙ୍କୁ ୮-୧୦ ଘଣ୍ଟା ମଧ୍ୟରେ ଶୋଇବା ଉଚିତ୍‌ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।
 
-୧୮-୬୦ ବର୍ଷର ଲୋକେ ଦିନକୁ ୭-୯ ଘଣ୍ଟା ଶୋଇବା ଉଚିତ ।
 
-୬୦ ରୁ ଊର୍ଧ୍ୱ ବୟସ୍କ ବ୍ୟକ୍ତି  ସର୍ବନିମ୍ନ ୮ ଘଣ୍ଟା ଶୋଇବା ଉଚିତ ।
Disclaimer : All the Videos, Audios and information provided on A1 CREATIVES STUDIO is for informational and entertainment purposes only.  WE make no claim of ownership of the contents or materials, no representations as to accuracy, completeness, correctness, suitability, or validity of any information on this channel and will not be liable for any errors, omissions, or delays in this information or damages arising from its display or use. We have embeded/ shared/ collected all the contents from public domains like Youtube / Facebook / Google etc.WATCH,LIKE ,SHARE AND SUBSCRIBE OUR CHANNEL

More from this channel