ଜମା ଖାତାରେ ୧୦୦କୋଟି ଟଙ୍କା ଜମା 100 crore in saving account
67 views · Published 30 November 2016 · 3:10 · Indexed 4 November 2026
Channel: A1 CREATIVES STUDIO · 2016 · News & Politics
Declaimer: Used for Educational OR REVIEW purpose only. ନୂଆଦିଲ୍ଲୀ: ୫୦୦ ଓ ୧୦୦୦ଟଙ୍କିଆ ନୋଟ ଅଚଳ ପରେ ସମଗ୍ର ଦେଶରେ ବଭିନ୍ନ ପ୍ରକାର ଖବର ଓ ଘଟଣାମାନ ସାମ୍ନାକୁ ଆସିବାରେ ଲାଗିଛି। ତେବେ ନିକଟରେ ଜଣେ ଯୁବକଙ୍କ ଅଜଣାତରେ ତାଙ୍କ ଜାମା ଖାତାରେ ୫୦୦୦ କି ୧୦, ୦୦୦ ନୁହେଁ ୧୦୦କୋଟି ଟଙ୍କା ଜମା ହୋଇ ଯାଇଛି। ଏକଥା ସେ ଜାଣିବାପରେ ତାଙ୍କ ଭୋକ, ଶୋଷ କେଉଁଆଡେ ଉଭେଇ ଯାଇଛି। କାହାକୁ ଏ ସମ୍ପର୍କରେ କହିବେ, କିଏ କ’ଣ ଭାବିବେ କାଳେ ତାଙ୍କୁ ଜେଲ ହୋଇ ଯିବ ଏନେଇ ବିଭିନ୍ନ ଚିନ୍ତାରେ ଘାରି ହେଉଛନ୍ତି ଯୁବକ ଜଣକ। ସୂଚନାଯୋଗ୍ୟ, ଆଗ୍ରାରେ ଏତ୍ମାଛେଲା ଅଞ୍ଚଳରେ ରହୁଥିବା ସନ୍ଦିପ ତ୍ୱିଓ୍ଵାରୀ ଏକ ସାଧାରଣ ବିସ୍କୁଟ କମ୍ପାନିରେ କାମ କରି ତାଙ୍କ ପରିବାର ପ୍ରତିପୋଷଣ କରନ୍ତି। ତାଙ୍କର ଷ୍ଟେଟବ୍ୟାଙ୍କ ଆକାଉଣ୍ଟରେ ଜମା ଖାତା ଅଛି। ସନ୍ଦିପ ନିକଟରେ ମିନି ଷ୍ଟେଟମେଣ୍ଟ ବାହାର କରିବା ପାଇଁ ଏଟିଏମ୍ ଯାଇଥିଲେ। ଏଟିଏମ୍ରୁ ଯେତେବେଳେ ମିନିଟି ଷ୍ଟେଟମେଣ୍ଟ ବାହାରିଥିଲା ତାକୁ ଦେଖି ସନ୍ଦିପ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲା। ମିନି ଷ୍ଟେଟମେଣ୍ଟ ସ୍ଲିପ୍ରେ ତାଙ୍କର ଆକାଉଣ୍ଟରେ ୧୦୦କୋଟି ଟଙ୍କା ଜମା ଅଛି ବୋଲି ସୂଚୀତ ହୋଇଥିଲା। ଏହା ସେ ବିଶ୍ୱାସ କରି ନପାରି ଦ୍ୱିତୀୟ ଥର ପୁଣି ଷ୍ଟେଟମେଣ୍ଟ ବାହର କରିଥିଲେ। ଏଥିରେ ବି ତାଙ୍କ ଜାମା ଖାତାରେ ୯୯କୋଟି ୯୯ଲକ୍ଷ ୯୧ ହଜାର ୭ଶହ ୨୩ଟଙ୍କା ଥିବାର ସେ ଦେଖିଥିଲେ। ଜମା ଖାତାରେ ଏତେ ପରିମାଣର ଅର୍ଥ କେଉଁଠୁ ଆସିଲା ତାହା ସେ ଜାଣନ୍ତି ନାହିଁ। ତେବେ ଏ ଘଟଣା ତାଙ୍କ ପରିବାର ବର୍ଗକୁ ବିପଦରେ ପକାଇପାରେ ବୋଲି ଚିନ୍ତାରେ ଘାଣ୍ଟି ହେଉଛନ୍ତି ସନ୍ଦିପ। ନଖାଇ ନପିଇ ଅସୁସ୍ଥ ହୋଇ ପଡ଼ିଲେଣି ସନ୍ଦିପ। Disclaimer : All the Videos, Audios and information provided on A1 CREATIVES STUDIO is for informational and entertainment purposes only. WE make no claim of ownership of the contents or materials, no representations as to accuracy, completeness, correctness, suitability, or validity of any information on this channel and will not be liable for any errors, omissions, or delays in this information or damages arising from its display or use. We have embeded/ shared/ collected all the contents from public domains like Youtube / Facebook / Google etc.WATCH,LIKE ,SHARE AND SUBSCRIBE OUR CHANNEL
More from this channel
-
45:01
ODIA CONTEMPORARY THEATRE ACTING WORKSHOP|NSDIAN Surya Mohanty|World Theatre Day
-
1:39
How to Film/shoot Professional Videos with an Android Smartphones
-
0:45
anil front view.AVI
-
4:48
koraputia song i love u superhit desia video new
-
1:01:10
Odia Jatra Satyamev jayate | Piyush Best Jatra Romantic scene🔥
-
50:50
Director
-
2:37
Play Boy or Real friend|Hindi short emotional story
-
0:33
BABA KAHILE KHOBA ODIA SHORT CONFUSION COMEDY MOVIE TEASURE