Kebe Se Samaya (କେବେ ସେ ସମୟ) - Suman's Songs in Odia - Voice : Namrata Mohanty

1,669 views · Published 9 June 2017 · 3:58 · Indexed 20 October 2026

Channel: OdishaLIVE · 2017 · Entertainment

Watch on YouTube

Click the 'bell' icon and Subscribe!

For always being informed, and entertained find us here:

News Website: https://www.odisha.live
Facebook: https://www.facebook.com/odishalive 
Youtube: https://www.youtube.com/odishalive
Twitter: https://www.twitter.com/odishalive ଆଲ୍‌ବମ୍‍ ଶୀର୍ଷକ: ଅନ୍ୟ କଥା ଅନ୍ୟ ଗୀତ
ଗାୟିକା: ନମ୍ରତା ମହାନ୍ତି
ମୂଳ ବଙ୍ଗଳା: କବୀର ସୁମନ
ଓଡ଼ିଆ ଅନୁବାଦ: ପ୍ରଫେସର ମୃଣାଳ ଚାଟ୍ଟାର୍ଜୀ
ସଙ୍ଗୀତ ସଂଯୋଜନା: ନିତ୍ୟଶ୍ରୀରଞ୍ଜନ
ଡିଜିଟାଲ୍‌ ପ୍ରସାରଣ: ଓଡ଼ିଶାଲାଇଭ୍‍

‘ଅନ୍ୟ କଥା ଅନ୍ୟ ଗୀତ’ ହେଉଛି ବଙ୍ଗଳାର ଲୋକପ୍ରିୟ ଗୀତିକାର ଓ ଗାୟକ କବୀର ସୁମନଙ୍କ ମୂଳ ସୃଷ୍ଟି ‘ତୋମାକେ ଚାଇ’ର ଓଡ଼ିଆ ସଂସ୍କରଣ। ଏଥିରେ ରହିଛି ୧୨ଟି ଗୀତ ଯାହାକି ଗଭୀର ପ୍ରେମ-ମନସ୍କତା ଏବଂ ପ୍ରେମୋତ୍ତର ଚେତନା ଉପରେ ଆଧାରିତ। ନବେ ଦଶକରେ କବୀରଙ୍କ ଜୀବନମୁଖୀ ଗାନ୍‌ ବଙ୍ଗଳା ସଙ୍ଗୀତପ୍ରେମୀ ବିଶେଷକରି ଯୁବପିଢିଙ୍କ ହୃଦୟରେ ତରଙ୍ଗ ସୃଷ୍ଟି କରିଥିଲା। ପ୍ରାୟ ୨୫ ବର୍ଷ ପରେ ତା’ର ଓଡ଼ିଆ ରୂପାନ୍ତର ଏବେ ଅଡିଓ ସିଡି ଏବଂ ଡିଜିଟାଲ୍‌ ମାଧ୍ୟମରେ ଓଡ଼ିଆ ଶ୍ରୋତାମାନଙ୍କ ପାଖରେ ପହଞ୍ଚିଛି। 

ଏହି ଆଲ୍ବ ମ୍ରର ‘ତୁମକୁ ଚାହେଁ’ ଗୀତଟି ବେଶ୍‍ ମନଛୁଆଁ।

ଏହାର ଗାୟିକା ନମ୍ରତା ମହାନ୍ତି ଓଡ଼ିଆ ସଙ୍ଗୀତ ଜଗତର ଜଣେ ପରିଚିତ କଳାକାର। ତାଙ୍କର ଅନ୍ୟ ଅଡିଓ ଆଲ୍‌ବମ୍‍ ମଧ୍ୟରେ ରହିଛି ‘ଦୀପ ଜଳେ ଦୀପ ଲିଭେ’, ‘ଛୁଟି’, ‘ଜହ୍ନରେ ତୋଳିଦେ ଘର’, ‘ନିନାଦ’ ଏବଂ ‘ଜହ୍ନ ଦେଖୁଛି ଜହ୍ନର ମୁହଁ’। କବିର ସୁମନଙ୍କ ଗୀତ ଭଳି ବଙ୍ଗଳାର ଲୋକପ୍ରିୟ ନଜରୁଲ୍‌ ଗୀତିକୁ ମଧ୍ୟ ତାଙ୍କ ସ୍ୱରରେ ନୂଆ ଢଙ୍ଗରେ ଉପସ୍ଥାପନ କରିଛନ୍ତି ନମ୍ରତା।

ଓଡ଼ିଶାରେ ଡିଜିଟାଲ୍‌ ଦୁନିଆରେ ଏକ ନୂଆ ଆନ୍ଦୋଳନ ଆରମ୍ଭ କରିଥିବା ‘ଓଡ଼ିଶାଲାଇଭ୍‌’ ପକ୍ଷରୁ ଏହି ଗୀତଗୁଡ଼ିକୁ ପୃଥିବୀର କୋଣ ଅନୁକୋଣରେ ଥିବା ଶ୍ରୋତାମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଉଦ୍ୟମ କରାଯାଉଛି। ୨୦୧୭ ଜୁନ୍‍ ୯ ତାରିଖ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ‘ଅନ୍ୟ କଥା ଅନ୍ୟ ଗୀତ’ ଆଲ୍‌ବମ୍‌ର ଗ୍ଲୋବାଲ୍‍ ଡିଜିଟାଲ୍‌ ରିଲିଜ୍‍ କରାଯାଇଛି। 

ଯୋଗାଯୋଗ – [email protected]
---
An OdishaLIVE Web Production.

Web Channel: www.odishalive.tv
(A Web Initiative of Academy for Media Learning Private Limited)
M-6, Samanta Vihar, Near Kalinga Hospital,
Bhubaneswar-751017 (Odisha).

Email: [email protected]
Tel: +91-674-2303311

Produced and broadcast in public interest.

Copyright Statement: All rights reserved 'Academy for Media Learning Private Limited'. This content is available for mass viewing only through this platform or through any other platform as presented by Academy for Media Learning Private Limited from time to time. Any unauthorised download of this content for any personal or commercial use is restricted. Unauthorised use of the content or any part of the same for mass viewing or broadcast or use in other productions without written permission of the producer is illegal and may violate copyright laws.

More from this channel